ପୋଷାପୁଅ Poshā pua

  • ଦେ. ବି. (ସଂ. ପୋଷ୍ୟ ପୁତ୍ର) — ପାଳିତପୁତ୍ର; ପୋଷ୍ୟପୁତ୍ର — Adopted son
  • ଦେ. ବି. (ସଂ. ପୋଷ୍ୟ ପୁତ୍ର) — ପୋଷାପୁଅ ଗୁଞ୍ଜାରୁଅ, କାମ ପଡ଼ିଲେ ନ କରନ୍ତି ଢଅ। ଢଗ।