ପୋଷିବା ପାଳିବା Poshibā pāḻibā

  • ଦେ. କ୍ରି. (ଏକାର୍ଥ ବୋଧକ ସହଚର ଶବ୍ଦ) — ଲାଳନ ପାଳନ କରିବା — To bring up
  • ଦେ. କ୍ରି. (ଏକାର୍ଥ ବୋଧକ ସହଚର ଶବ୍ଦ) — ଯତ୍ନ ସହିତ ପାଳନ କରିବା — To bring up with care
  • ଦେ. କ୍ରି. (ଏକାର୍ଥ ବୋଧକ ସହଚର ଶବ୍ଦ) — ପୋଷିଲି ପାଳିଲି ନୋହିଲି କିଛି ଅଧିକାର କଲା ଗୁହାଳ ପୋଛି। ଢଗ।