ପୋଷାକୀ ପିନ୍ଧା Poshākī pindhā

  • ଦେ. ବି — ଯେଉଁ ଲୁଗାକୁ ପିନ୍ଧି ସଭା ସମିତି, କଚିରି ଦରବାର, ଉତ୍ସବ ଓ ବନ୍ଧୁବାନ୍ଧବଙ୍କ ଘରକୁ ଯିବାକୁ ହୁଏ — The cloth which a man uses to wear on ceremonial and festive occasions
  • ଦେ. ବି — ପେଡ଼ିଲୁଗା; ଯେଉଁ ପୋଷାକକୁ ବା ଲୁଗାକୁ ବିଶେଷ ଉପଲକ୍ଷ ଛଡ଼ା ଅନ୍ୟ ସମୟରେ ସାଇତି ରଖିବାକୁ ହୁଏ — Stored valuable dress