ପୋଷାକୀ Poshākī
- ବୈଦେ. ବିଣ—(ଫା. ପୋଷାକୀ) — ପୋଷାକ ସମ୍ବନ୍ଧୀୟ — Relating to dress
- ବୈଦେ. ବିଣ—(ଫା. ପୋଷାକୀ) — ପୋଷାକ ବା ପରିଚ୍ଛଦର ବ୍ୟୟ ନିମନ୍ତେ ଦିଆଯିବା — (allowance) Given for one's raiment
- ବୈଦେ. ବିଣ—(ଫା. ପୋଷାକୀ) — ପୋଷାକ ରୂପେ ବ୍ୟବହୃତ — Used as a dress suit
- ବୈଦେ. ବିଣ—(ଫା. ପୋଷାକୀ) — ପୋଷାକର ଉପଯୁକ୍ତ — Fit to be used as dress
- ବୈଦେ. ବିଣ—(ଫା. ପୋଷାକୀ) — ପୋଷାକ ଦ୍ୱାରା ସୁସଜ୍ଜିତ — Dressed up
- ବୈଦେ. ବିଣ—(ଫା. ପୋଷାକୀ) — ଯାହା ବହୁକାଳ ପିନ୍ଧାଯାଇ ପାରେ — Which can be worn for a long time
- ବୈଦେ. ବିଣ—(ଫା. ପୋଷାକୀ) — ସଉକୀ; ସୌଖୀନ ପୋଷାକ ପିନ୍ଧିବାକୁ ଯେ ସୁଖ ପାଏ — Fond of fashionable dress; foppish
- ବୈଦେ. ବିଣ—(ଫା. ପୋଷାକୀ) — ସୌଖୀନ୍ ପରିଚ୍ଛଦଧାରୀ — Wearing fashionable dress; fashionably dressed
- ବୈଦେ. ବିଣ—(ଫା. ପୋଷାକୀ) — ସୌଖୀନ୍; ସଭ୍ୟରୀତି ଅନୁମୋଦିତ — Elegant; fashionable; approved by the custom of elegant society
- ବି — ହେପାଜିତ୍; ପାଳନ ବିଷୟରେ ଯତ୍ନ; ଚାହିତା — Care in bringing up
- ବି — ଯଥା—ଆମ ସାଆନ୍ତାଣୀ ତାଙ୍କ ପୋଷିଆଁ ପୁଅକୁ ଖୁବ୍ ପୋଷାକୀରେ ପାଳିଛନ୍ତି।
- ବି — ସୁଖ ସ୍ୱାଚ୍ଛନ୍ଦ୍ଯର ଆତିଶଯ୍ୟ ବା ଚରମ ଭୋଗ — Luxury; lap of luxury