ପୋଷାକୀ ଭାଷା Poshākī bhāshā

  • ଦେ. ବି — ଯେଉଁ ଭାଷାକୁ ବିଶେଷ ଅଳଙ୍କାର ଦ୍ୱାରା ସଜ୍ଜିତ କରାଯାଇ ଥାଏ; ଅଳଙ୍କୃତ ଭାଷା — Ornamental language
  • ଦେ. ବି — ସାଧୁଭାଷା; ସଭ୍ୟଜନ ବ୍ୟବହୃତ ଭାଷା — The language used in refined society