ପରିଶୋଷ Pariṡosha

  • ସଂ. ବି. (ପରି+ଶୁଷ୍ ଧାତୁ=ଶୁଷ୍କ ହେବା+ଭାବ. ଅ) — ପୂର୍ଣ୍ଣ ବିଶୁଷ୍କତା — Complete dryness
  • ସଂ. ବି. (ପରି+ଶୁଷ୍ ଧାତୁ=ଶୁଷ୍କ ହେବା+ଭାବ. ଅ) — ବାଷ୍ପ ଦ୍ୱାରା ଜଳାଦିର ଅନ୍ତର୍ଦ୍ଧାନ — Evaporation. (M.W.)