ପରିଶୁଦ୍ଧ Pariṡuddha
- ସଂ. ବିଣ (ପରି=ସର୍ବତୋଭାବେ+ଶୁଧ୍ ଧାତୁ=ଶୁଦ୍ଧକରିବା +କର୍ମ. ତ) — ସମ୍ପୂର୍ଣ୍ଣରୂପେ ବିଶୁଦ୍ଧୀକୃତ — Completely cleansed or purified
- ସଂ. ବିଣ (ପରି=ସର୍ବତୋଭାବେ+ଶୁଧ୍ ଧାତୁ=ଶୁଦ୍ଧକରିବା +କର୍ମ. ତ) — ବିଶୁଦ୍ଧ; ପବିତ୍ର; ପବିତ୍ରୀକୃତ — Pure; purified
- ସଂ. ବିଣ (ପରି=ସର୍ବତୋଭାବେ+ଶୁଧ୍ ଧାତୁ=ଶୁଦ୍ଧକରିବା +କର୍ମ. ତ) — ସଂସ୍କୃତ; ସଂଶୋଧିତ — Rectified
- ସଂ. ବିଣ (ପରି=ସର୍ବତୋଭାବେ+ଶୁଧ୍ ଧାତୁ=ଶୁଦ୍ଧକରିବା +କର୍ମ. ତ) — ସଫା ସୁତୁରା କରାଯାଇଥିବା; ପରିଷ୍କୃତ — Cleared off
- ସଂ. ବିଣ (ପରି=ସର୍ବତୋଭାବେ+ଶୁଧ୍ ଧାତୁ=ଶୁଦ୍ଧକରିବା +କର୍ମ. ତ) — ଦୋଷାରୋପରୁ ସମ୍ପୂର୍ଣ୍ଣରୂପେ ବିମୁକ୍ତି — Acquitted of a charge or accusation