ପରିଶେଷ Pariṡesha

  • ସଂ. ବି. (ପରି+ଶେଷ) — ସବ୍ଭାଶେଷ — The last thing
  • ସଂ. ବି. (ପରି+ଶେଷ) — ଅବଶେଷ — Remnant; remainder
  • ସଂ. ବି. (ପରି+ଶେଷ) — ଉପସଂହାର; ସମାପ୍ତି; ଅବସାନ — Conclusion; termination
  • ସଂ. ବି. (ପରି+ଶେଷ) — ବାକୀ; ଅବଶିଷ୍ଟ ଅଂଶ; ବହକା — Residue
  • ସଂ. ବି. (ପରି+ଶେଷ) — ଧଡ଼ି; ସୀମା — Border; limit
  • ସଂ. ବି. (ପରି+ଶେଷ) — ଗ୍ରନ୍ଥର ଶେଷରେ ସଂଯୁକ୍ତ ଅଂଶ; ପରିଶିଷ୍ଟ — Supplement
  • ସଂ. ବିଣ. — ଅବଶିଷ୍ଟ — Remaining; left over