ପରିଶୀଳନ Pariṡīḻana
- ସଂ. ବି. (ପରି+ଶୀଳ୍ ଧାତୁ=ଏକାନ୍ତ ପ୍ରବୃତ୍ତ ହେବା+ ଭାବ. ଅନ) — ଅନୁଧ୍ୟାନ; ଅନୁଶୀଳନ ପୂର୍ବକ ଅଧ୍ୟୟନ — Study; constant application
- ସଂ. ବି. (ପରି+ଶୀଳ୍ ଧାତୁ=ଏକାନ୍ତ ପ୍ରବୃତ୍ତ ହେବା+ ଭାବ. ଅନ) — ଛୁଇଁବା — Touch; contract
- ସଂ. ବି. (ପରି+ଶୀଳ୍ ଧାତୁ=ଏକାନ୍ତ ପ୍ରବୃତ୍ତ ହେବା+ ଭାବ. ଅନ) — ଆଲିଙ୍ଗନ — Embrace
- ସଂ. ବି. (ପରି+ଶୀଳ୍ ଧାତୁ=ଏକାନ୍ତ ପ୍ରବୃତ୍ତ ହେବା+ ଭାବ. ଅନ) — ସଙ୍ଗମ — Intercourse
- ସଂ. ବି. (ପରି+ଶୀଳ୍ ଧାତୁ=ଏକାନ୍ତ ପ୍ରବୃତ୍ତ ହେବା+ ଭାବ. ଅନ) — ଅବଗାହନ — Immersion; bath