ପରିଶୋଧ Pariṡodha

  • ସଂ. ବି. (ପରି=ସମ୍ୟକ୍+ଶୁଧ୍ ଧାତୁ=ଶୁଦ୍ଧ କରିବା+ ଭାବ. ଅ) — ଋଣ ଶୁଦ୍ଧି; ଋଣ ଶୁଝିବା — Liquidation of a debt; paying off
  • ସଂ. ବି. (ପରି=ସମ୍ୟକ୍+ଶୁଧ୍ ଧାତୁ=ଶୁଦ୍ଧ କରିବା+ ଭାବ. ଅ) — ସଂଶୋଧନ; ସଂସ୍କାର; ପରିସ୍କାର କରିବା — Cleansing; purification