ପରିଶ୍ରମ କାତର Pariṡrama kātara

  • ସଂ. ବିଣ. ପୁଂ. (ପରିଶ୍ରମ+କାତର) — ଶ୍ରମବିମୁଖ; ଦିହ ଛଞ୍ଚା; ପରିଶ୍ରମ କରିବାକୁ କୁଣ୍ଠିତ — Disliking labour
  • ସଂ. ବିଣ. ପୁଂ. (ପରିଶ୍ରମ+କାତର) — ସୁସ୍ତି; କୋଢ଼ିଆ — Idle; lazy