ପରିଶୋଧକ Pariṡodhaka

  • ସଂ. ବିଣ. ପୁଂ. (ପରି+ଶୋଧକ) — ଋଣ ଆଦି ପରିଶୋଧ କରିବା (ବ୍ୟକ୍ତି) — Liquidating a debt
  • ସଂ. ବିଣ. ପୁଂ. (ପରି+ଶୋଧକ) — ଯେ ପରିଷ୍କାର କରେ — Clearing; purifying