ପରିଶ୍ରମୀ Pariṡramī
- ସଂ. ବିଣ. ପୁଂ. (ପରିଶ୍ରମିନ୍; ପରିଶ୍ରମ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ମିହନ୍ତୀ — Laborious
- ସଂ. ବିଣ. ପୁଂ. (ପରିଶ୍ରମିନ୍; ପରିଶ୍ରମ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ପରିଶ୍ରମକାରୀ — Exerting; labouring
- ସଂ. ବିଣ. ପୁଂ. (ପରିଶ୍ରମିନ୍; ପରିଶ୍ରମ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ପାଠାଭ୍ୟାସରତ — Studious
- ସଂ. ବିଣ. ପୁଂ. (ପରିଶ୍ରମିନ୍; ପରିଶ୍ରମ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ଅଧ୍ୟବସାୟୀ — Persevering