ପରିଶ୍ରୟ Pariṡraya

  • ସଂ. ବି. (ପରି+ଶ୍ରୀ ଧାତୁ+କର୍ମ. ଅ) — ବାଡ଼ — Fencing; enclosure
  • ସଂ. ବି. (ପରି+ଶ୍ରୀ ଧାତୁ+କର୍ମ. ଅ) — ଆଶ୍ରୟ ସ୍ଥାନ — Refuge; assylum
  • ସଂ. ବି. (ପରି+ଶ୍ରୀ ଧାତୁ+କର୍ମ. ଅ) — ସଭା; ସମ୍ମିଳନୀ — Assembly; meeting. (M.W.)