ପରିରମ୍ଭ Parirambha

  • ସଂ. ବି. (ପରି=ଦୃଢ଼ ଭାବେ+ରଭ୍ ଧାତୁ=ଆଲିଙ୍ଗନ କରିବା +ଭାବ. ଅ) — ଗାଢ଼ାଲିଙ୍ଗନ; ଜାବୁଡ଼ି କରି କୁଣ୍ଢେଇବା — Tight embrace; hugging