ପରିଲେଖନ Parilekhana
- ସଂ. ବି. (ପରି=ଚାରିଆଡ଼େ+ଲିଖ୍ ଧାତୁ=ଲେଖିବା+ ଭାବ. ଅନ) — ଯଜ୍ଞସ୍ଥାନର ସୀମାକୁ ଚାରିଆଡ଼େ ରେଖାଦ୍ୱାରା ବେଷ୍ଟନ — Surrounding the limit of the sacrificial place by lines
- ସଂ. ବି. (ପରି=ଚାରିଆଡ଼େ+ଲିଖ୍ ଧାତୁ=ଲେଖିବା+ ଭାବ. ଅନ) — କୌଣସି ବସ୍ତୁର ଚାରିଆଡ଼େ ଗାର କାଟିବା — Drawing lines round about