ପରିରମ୍ଭିବା Parirambhibā

  • ଦେ. ପଦ୍ୟ. କ୍ରି — ଗାଢ଼ାଲିଙ୍ଗନ କରିବା — To embrace
  • ଦେ. ପଦ୍ୟ. କ୍ରି — ଅତି ସ୍ଫୁରିତ ମୁକୁଳିତ ଲତା, ପରିରମ୍ଭିଛି ଯେସନେ ବନିତା। ପ୍ରାଚୀ. ରହସ୍ୟମଞ୍ଜରୀ।