ପରିଲମ୍ବନ Parilambana

  • ସଂ. ବି. — (ଜ୍ୟୋତିଷ) କୌଣସି ଜ୍ୟୋତିଷ୍କର ଆପଣାର ମେରୁଦଣ୍ଡ ଉପରେ ଘୂରୁଘୂରୁ ବିଷୁବରେଖାର ଏକଦିଗରେ 27 ଡିଗ୍ରୀ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସି ଅପର ଦିଗରେ 27 ଡିଗ୍ରୀ ପର୍ଯ୍ୟନ୍ତ ଗତି କରି ପୁଣି ଆପଣା ସ୍ଥାନକୁ ଫେରି ଆସିବା (ହି. ଶବ୍ଦସାଗର) — (ଜ୍ୟୋତିଷ) କୌଣସି ଜ୍ୟୋତିଷ୍କର ଆପଣାର ମେରୁଦଣ୍ଡ ଉପରେ ଘୂରୁଘୂରୁ ବିଷୁବରେଖାର ଏକଦିଗରେ27ଡିଗ୍ରୀ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସି ଅପର ଦିଗରେ27ଡିଗ୍ରୀ ପର୍ଯ୍ୟନ୍ତ ଗତି କରି ପୁଣି ଆପଣା ସ୍ଥାନକୁ ଫେରି ଆସିବା (ହି. ଶବ୍ଦସାଗର)— . (astronomy) Liberation; apparent irregu- larity in the motion of a planet whereby its globe seems to turn slightly round to each side alternately
  • ସଂ. ବି. — ପଛରେ ରହିଯିବା — Lagging; lingering. (M.W.)