ପରିରମ୍ଭା Parirambhā

  • ଦେ. ବିଣ. (ସଂ. ପରିରମ୍ଭିତ) — ଆଶ୍ଳେଷିତ; ପରିରବ୍ଧ — Embraced
  • ଦେ. ବିଣ. (ସଂ. ପରିରମ୍ଭିତ) — ବୋଲି ସ୍ତ୍ରିରୀ ମଧ୍ୟେ ସାର ଯେଉଁ ରମ୍ଭା— ବେଗେ ପାଦ ଦେଶକେ ସେ ପରିରମ୍ଭା। ଭଞ୍ଜ. ବୈଦେହୀଶବିଳାସ।