ପରିଯନ୍ତ Parij̄anta
- ଗ୍ରା. ବି.—(ସଂ. ପର୍ଯ୍ୟନ୍ତ) — ପର୍ଯ୍ୟନ୍ତ; ଶେଷ; ଅବସାନ — End
- ଗ୍ରା. ବି.—(ସଂ. ପର୍ଯ୍ୟନ୍ତ) — ସେକାଳରେ ଲକ୍ଷେ ଯୋଜନ ପରିଯନ୍ତେ, ମନ୍ଥ ହୋଇଣ ମହାସାଗର ଯାଆନ୍ତେ। କୃଷ୍ଣସିଂହ. ମହାଭାରତ. ବନ।
- ଗ୍ରା. ଅ. — ଯାବତ; ଯାକେ; ଯାଏ — Till; up to
- ଗ୍ରା. ଅ. — ସେକାଳୁ ଜନ୍ମେଜୟ ଆଜି ପରିଯନ୍ତେ। କୃଷ୍ଣସିଂହ. ମହାଭାରତ. ଆଦି।
- ଗ୍ରା. ଅ. — ଏତେ ଦୂରତା ପର୍ଯ୍ୟନ୍ତ — To a distance of