ପରିରକ୍ଷଣ Parirakshaṇa

  • ସଂ. ବି.—(ପରି=ସର୍ବତୋଭାବେ+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅନ) — ସଂରକ୍ଷଣ — Careful preservation; protecting
  • ସଂ. ବି.—(ପରି=ସର୍ବତୋଭାବେ+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅନ) — ଉଦ୍ଧାର — Deliverance; rescue. (M.W.)
  • ସଂ. ବି.—(ପରି=ସର୍ବତୋଭାବେ+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅନ) — ସାବଧାନତା; ଯତ୍ନ — Care; caution. (M.W.)
  • ସଂ. ବି.—(ପରି=ସର୍ବତୋଭାବେ+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅନ) — ଜଗିବା — Guarding