ପରିଯ୍ୟଙ୍କ Parij̄yaṅka

  • ଗ୍ରା. (ପଦ୍ୟ) ବି.—(ସଂ. ପର୍ଯ୍ୟଙ୍କ) — ପର୍ଯ୍ୟଙ୍କ; ପଲଙ୍କ — Bedstead
  • ଗ୍ରା. (ପଦ୍ୟ) ବି.—(ସଂ. ପର୍ଯ୍ୟଙ୍କ) — ସାଗରେ ଦେଖିଲି ଆସନେ ଯୁକ୍ତ ହୋଇ, ଅମୂଲ୍ୟ ପରିଯ୍ୟଙ୍କ ଗୋଟିଏ ଭାସଇ। କୃଷ୍ଣସିଂହ. ମହାଭାରତ, ବନ।