ପରିବେଶ Paribeṡa

  • ସଂ. ବି. (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ) — ପରିଧି — Circumference
  • ସଂ. ବି. (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ) — ମଣ୍ଡଳ — Halo; orb
  • ସଂ. ବି. (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ) — ଚନ୍ଦ୍ର ସୂର୍ଯ୍ୟର ମଣ୍ଡଳ — The disc of the sun or moon; the halo round the sun or moon
  • ସଂ. ବି. (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ) — (+ ଭାବ. ଅ) ପରିବେଷଣ; ପରଷିବା — Serving of meal
  • ସଂ. ବି. (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ) — (+ ଭାବ. ଅ) ଘେର; ବେଷ୍ଟନୀ — Anything surrounding or protecting
  • ସଂ. ବି. (ପରି = ଚାରିଆଡ଼େ+ ବିଶ୍ ବା ବିଷ୍ ଧାତୁ=ବେଷ୍ଟନ କରିବା; ବ୍ୟାପିବା+ ଅଧି. ଅ) — ପରିଧାନ — Putting on; clothing; dressing. (M.W.)