ପରିବ୍ୟୟ Paribyaya

  • ସଂ. ବି. (ପରି+ ବ୍ୟୟ) — କୌଣସି ଦ୍ରବ୍ୟ ପାଇଁ କରାଯିବା ବ୍ୟୟ — Cost. (M.W.)
  • ସଂ. ବି. (ପରି+ ବ୍ୟୟ) — ମସଲା — Condiment; spices (M.W.)