ପରିବେଷଣ Paribeshaṇa

  • ସଂ. ବି.—(ପରି+ ବିଷ୍ ଧାତୁ=ବ୍ୟାପିବା+ ଭାବ. ଅନ) — ଭୋଜନ କରୁଥିବା ଲୋକଙ୍କୁ ଖାଦ୍ୟ ପରଷିବା — Serving up of meals; distributing food
  • ସଂ. ବି.—(ପରି+ ବିଷ୍ ଧାତୁ=ବ୍ୟାପିବା+ ଭାବ. ଅନ) — (+ କର୍ତ୍ତୃ. ଅନ)—ପରିଧି — Circumference. (M.W.)
  • ସଂ. ବି.—(ପରି+ ବିଷ୍ ଧାତୁ=ବ୍ୟାପିବା+ ଭାବ. ଅନ) — ସୂର୍ଯ୍ୟ ବା ଚନ୍ଦ୍ରର ମଣ୍ଡଳ — The halo round the sun or moon (M.W.)