ପରିବେଦନ Paribedana

  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ଅନୂଢ଼ ଜ୍ୟେଷ୍ଠଭ୍ରାତା ବିବାହ ନ କରୁଣୁ କନିଷ୍ଠର ବିବାହ — The marriage of a person whose elder brother is still unmarried
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ବିବାହ — marriage (Apte)
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ବୋଧ; ପୂର୍ଣ୍ଣଜ୍ଞାନ — Complete or accurate knowledge
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ଲାଭ — Profit; gain
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ପ୍ରାପ୍ତି — Acquisition
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ଅଗ୍ନ୍ୟାଧାନ; ଅଗ୍ନି ହୋତ୍ର ପାଇଁ ଗୃହରେ ଯଜ୍ଞାଗ୍ନି ସ୍ଥାପନ — Maintaining the household fire (Apte)
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ସର୍ବତ୍ର ବ୍ୟାପି — Pervasion on all sides (Apte)
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ଆଲୋଚନା; ବାଦବିବାଦ (ହି. ଶ.) — Discussion (Apte)
  • ସଂ. ବି. (ପରି+ବିଦ୍ ଧାତୁ=ଲାଭ କରିବା+ଭାବ. ଅନ) — ଅତ୍ୟନ୍ତ ଦୁଃଖ; କଷ୍ଟ (ହି. ଶ.) — Misery; pain