ପରିବେଷ୍ଟନ Paribeshṭana
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — ଘେରାଉ କରିବା; ଘେରିବା — Surrounding; beseiging
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — (+ କରଣ. ଅନ) ପଟୀ — Ligature; bandage
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — ବାଡ଼ — Fencing; enclosure
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — ଆବରଣ; ଘୋଡ଼ଣୀ — Cover
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — ହତା — Compound wall
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — (+ କର୍ତ୍ତୃ. ଅନ)—ପରିଧି — Circumference (M.W.)
- ସଂ. ବି. (ପରି+ ବେଷ୍ଟ ଧାତୁ= ବେଷ୍ଟନ କରିବା+ ଭାବ. ଅନ) — ଗୁଡ଼ାଇବା; ବାନ୍ଧିବା — Tying round or up. (M.W.)