ପରିବେଦନା Paribedanā

  • ସଂ. ବି. (ପରି+ ବେଦି ଧାତୁ= ଜାଣିବା+ ଭାବ. ଅନ + ସ୍ତ୍ରୀ. ଆ) — ଅତ୍ୟନ୍ତ କ୍ଳେଶ; ଯନ୍ତ୍ରଣା — Misery; pang
  • ସଂ. ବି. (ପରି+ ବେଦି ଧାତୁ= ଜାଣିବା+ ଭାବ. ଅନ + ସ୍ତ୍ରୀ. ଆ) — ଦୂରଦର୍ଶିତା — Prudence; foresight (Apte)
  • ସଂ. ବି. (ପରି+ ବେଦି ଧାତୁ= ଜାଣିବା+ ଭାବ. ଅନ + ସ୍ତ୍ରୀ. ଆ) — ଚତୁରତା; ବିଦଗ୍ଧତା (ହି. ଶ.) — Shrewdness (Apte)