ପରମ୍ପର Parampara

  • ସଂ. ବିଣ. (ପରଂ+ପର) — ଧାରାବାହିକ; ଏକର ପର ଅନ୍ୟ — Successive; one after another
  • ସଂ. ବି — ଅନୁକ୍ରମ — Succession
  • ସଂ. ବି — ଅଣନାତିର ପୁଅ; ପଣନାତି; ପ୍ରପୌତ୍ରର ପୁଅ — Great great grandson
  • ସଂ. ବି — ପୁତ୍ର, ପୌତ୍ର, ପ୍ରପୌତ୍ର, ପରପୌତ୍ରଆଦି, ବଂଶ; ସନ୍ତତି — Progeny; one's lineal descendants
  • ସଂ. ବି — ମୃଗମଦ; କସ୍ତୂରୀ (ହି. ଶ) — Musk
  • ସଂ. ବି — ଏକପ୍ରକାର ହରିଣ — A species of deer (M.W.)