ପରମେଶ୍ୱରୀ Parameṡwarī

  • ସଂ. ବି. (ପରମେଶ୍ୱର+ସ୍ତ୍ରୀ. ଈ) — ଦୁର୍ଗା — Goddess Durgā
  • ସଂ. ବି. (ପରମେଶ୍ୱର+ସ୍ତ୍ରୀ. ଈ) — ସୀତା — A name of Sītā (M.W.)