ପରମ୍ପରିତ ରୂପକ Paramparita rūpaka
- ସଂ. ବି — ରୂପକ ଅଳଙ୍କାରବିଶେଷ (ରୂପକ ତଳେ ନୋଟ୍ ଦେଖ) — A kind of simile; a figure of speech (See notes under 'Rūpaka')
- ସଂ. ବି — [ଦ୍ର—ରୂପକ ଅଳଙ୍କାର 3 ପ୍ରକାର ଯଥା—ସାଙ୍ଗ, ନିରଙ୍ଗ ଓ ପରମ୍ପରିତ ।] — [ଦ୍ର—ରୂପକ ଅଳଙ୍କାର3ପ୍ରକାର ଯଥା—ସାଙ୍ଗ, ନିରଙ୍ଗ ଓ ପରମ୍ପରିତ ]