ପରମ୍ପରା Paramparā

  • ସଂ. ବି. (ପର+ପର+ଆ) — ଧାରା; ପୂର୍ବାପର କ୍ରମ — System; order
  • ସଂ. ବି. (ପର+ପର+ଆ) — ସମୂହ — Collection; series
  • ସଂ. ବି. (ପର+ପର+ଆ) — ଅବିଚ୍ଛିନ୍ନ ଧାରା; ଅନୁକ୍ରମ — Continuous succession; uninterrupted line; unbroken series
  • ସଂ. ବି. (ପର+ପର+ଆ) — ଅନ୍ୱୟ; ବଂଶପରମ୍ପରା — Family; lineage; progeny; a line of descendents
  • ସଂ. ବି. (ପର+ପର+ଆ) — ହିଂସନ; ମାରଣ — Hurting; killing
  • ଦେ. ବିଣ — ଧାରାବାହିକ — Regular
  • ଦେ. ବିଣ — ଅବିଚ୍ଛିନ୍ନ — Unbroken
  • ଦେ. ଅ — ଆବାଲ୍ୟରୁ — From infancy
  • ଦେ. ଅ — ବିଚକ୍ଷଣ ହୋଇଲେ କି ହେବ ପରମ୍ପରା—ଭଞ୍ଜ. ବୈଦେହୀଶ ବିଳାସ।
  • ଦେ. ଅ — ଅବିଚ୍ଛିନ୍ନ ଭାବରେ — In an unbroken line or series
  • ଦେ. ଅ — ଧାରାବାହିକରୂପେ — In regular succession
  • ଦେ. ଅ — ବାଜୀଗଜରଥ ପତ୍ତିଚତୁରଙ୍ଗ ପରମ୍ପରା ହୋଇ ଏ ଥିଲା । ଭଞ୍ଜ, ବୈଦେହୀଶବିଳାସ ।