ପରମୋଦ Paramoda

  • ଗ୍ରା. (ପଦ୍ୟ) ବି. (ସଂ. ପ୍ରମୋଦ) — ପ୍ରମୋଦ (ଦେଖ) — Pramoda (See)
  • ଗ୍ରା. (ପଦ୍ୟ) ବି. (ସଂ. ପ୍ରମୋଦ) — ବଢ଼ାଇଲେ ଯୁଦ୍ଧରେ ମୋର ପରମୋଦ । କୃଷ୍ଣସିଂହ, ମହାଭାରତ, ବନ ।