ପରମ୍ପରୀଣ Paramparīṇa

  • ସଂ. ବିଣ (ପରମ୍ପରା+ଅଛି ଅର୍ଥରେ ଇନ) — କ୍ରମାଗତ — Successive
  • ସଂ. ବିଣ (ପରମ୍ପରା+ଅଛି ଅର୍ଥରେ ଇନ) — ଧାରାବାହିକ — Serial; methodical; systematic
  • ସଂ. ବିଣ (ପରମ୍ପରା+ଅଛି ଅର୍ଥରେ ଇନ) — ବଂଶପରମ୍ପରାକ୍ରମେ ଆଗତ; ବଂଶାନୁଗତ — Hereditary; traditional