ପରମୋନ୍ନତି Paramonnati

  • ସଂ. ବି. (କର୍ମଧା; ପରମ+ଉନ୍ନତି) — ଉନ୍ନତିର ଚରମସୀମା — Culmination; the highest pitch
  • ସଂ. ବି. (କର୍ମଧା; ପରମ+ଉନ୍ନତି) — (ଜ୍ୟୋତିଷ)—ଗ୍ରହର ସର୍ବୋଚ୍ଚ ଅବସ୍ଥା — (astronomy) Culmination of a planet