ପରମେଷ୍ଠୀ Parameshṭhī
- ସଂ. ବି. (ପରମେ=ଅତି ଉତ୍କୃଷ୍ଟ ସ୍ଥାନରେ, ସ୍ୱର୍ଗରେ+ସ୍ଥା. ଧାତୁ=ରହିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଶିବ — Ṡiba
- ସଂ. ବି. (ପରମେ=ଅତି ଉତ୍କୃଷ୍ଟ ସ୍ଥାନରେ, ସ୍ୱର୍ଗରେ+ସ୍ଥା. ଧାତୁ=ରହିବା+କର୍ତ୍ତୃ. ଇନ୍; 1 ମା. 1 ବ) — ବିଷ୍ଣୁ — Bishṇu
- ସଂ. ବି. (ପରମେ=ଅତି ଉତ୍କୃଷ୍ଟ ସ୍ଥାନରେ, ସ୍ୱର୍ଗରେ+ସ୍ଥା. ଧାତୁ=ରହିବା+କର୍ତ୍ତୃ. ଇନ୍; 1 ମା. 1 ବ) — ବ୍ରହ୍ମା — Brahmā
- ସଂ. ବି. (ପରମେ=ଅତି ଉତ୍କୃଷ୍ଟ ସ୍ଥାନରେ, ସ୍ୱର୍ଗରେ+ସ୍ଥା. ଧାତୁ=ରହିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଶାଳଗ୍ରାମ ମୂର୍ତ୍ତିବିଶେଷ — Name of a peculiarly shaped ṡāḻagrāma
- ସଂ. ବି. (ପରମେ=ଅତି ଉତ୍କୃଷ୍ଟ ସ୍ଥାନରେ, ସ୍ୱର୍ଗରେ+ସ୍ଥା. ଧାତୁ=ରହିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଇଷ୍ଟମନ୍ତ୍ରଦାତା ଗୁରୁ — Spiritual preceptor
- ସଂ. ବି. (ପରମେ=ଅତି ଉତ୍କୃଷ୍ଟ ସ୍ଥାନରେ, ସ୍ୱର୍ଗରେ+ସ୍ଥା. ଧାତୁ=ରହିବା+କର୍ତ୍ତୃ. ଇନ୍; 1 ମା. 1 ବ) — ଗରୁଡ଼ (ହି. ଶ) — Garuṟḍ̠a