ଧାର ଧାର Dhāra dhāra

  • ଦେ. ବିଣ — ଏକାଧିକ ଧାର ବା ସ୍ରୋତବିଶିଷ୍ଟ — Consisting of many currents
  • ଦେ. କ୍ରି. ବିଣ — ଏକାଧିକ ଧାରରେ — In currents
  • ଦେ. କ୍ରି. ବିଣ — ନେତ୍ରଖଞ୍ଜନୁ ନୀର ବହେ କାହିଁକି ଆହା ଧାର ଧାରରେ—କବିସୂର୍ଯ୍ୟ. ସଙ୍ଗୀତ।