ଧାମା Dhāmā
- ଦେ.ବି. (ସଂ.ଧାମନ=ବାଉଁଶ; ଏହା ବାଉଁଶରେ ନିର୍ମିତ କିମ୍ବା ସଂ.ଧାମନ୍=ଆଧାର ପାତ୍ର) — ଢମା; ଗୋରୁଙ୍କୁ କୁଣ୍ଡାପାଣି ପେଇବା ସକାଶେ ବ୍ୟବହୃତ ବାଉଁଶ ବା ବେତ ପାତିଆରେ ନିର୍ମିତ ଏକପ୍ରକାର ପାତ୍ର — A scuttle or impervious basket of bamboo or rattan for feeding cattle
- ଦେ.ବି. (ସଂ.ଧାମନ=ବାଉଁଶ; ଏହା ବାଉଁଶରେ ନିର୍ମିତ କିମ୍ବା ସଂ.ଧାମନ୍=ଆଧାର ପାତ୍ର) — ବେତ ବା ବାଉଁଶ ପାତିଆରେ ନିର୍ମିତ ଶସ୍ୟାଧାର; ଟୋକେଇ — A cane or bamboo basket for grains