ଧାର ଧାରିବା Dhāra dhāribā

  • ଦେ. କ୍ରି — ଅନ୍ୟ ବ୍ୟକ୍ତିଠାରେ ଋଣଦାୟରେ ଆବଦ୍ଧ ହେବା; ଋଣଗ୍ରସ୍ତ ହେବା — To owe money to another
  • ଦେ. କ୍ରି — 2 (ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ବା ବିଷୟ ସହିତ ସମ୍ପର୍କ ରଖିବା — 2(ଲକ୍ଷଣାର୍ଥ) କୌଣସି ବ୍ୟକ୍ତି ବା ବିଷୟ ସହିତ ସମ୍ପର୍କ ରଖିବା— 1. To have any connection with a person or a thing
  • ଦେ. କ୍ରି — ସେ ପାଠ ଶାଠର ଧାର ଧାରେ ନାହିଁ—କୁନ୍ତଳାକୁମାରୀ, ନଅତୁଣ୍ଡୀ।