ଧାରକରିବା Dhārakaribā

  • ଦେ. କ୍ରି — ଅସ୍ତ୍ରାଦିକୁ ଦାଢ଼ କରିବା; ପଜେଇବା — To sharpen or whet an instrument
  • ଦେ. କ୍ରି — ଋଣ କରିବା — To borrow