ଧାରକରଜ Dhārakaraja

  • ଦେ. ବି. (ସମାର୍ଥକ ସହଚର; ସଂ. ଧାର, ଫା. କର୍ଜ୍) — ଧାରଉଧାର (ଦେଖ) — Dhāraudhāra (see)
  • ଦେ. ବି. (ସମାର୍ଥକ ସହଚର; ସଂ. ଧାର, ଫା. କର୍ଜ୍) — [ ଦ୍ର—ଧାର ନେଲେ ଖାତକ ମହାଜନକୁ ସୁଧ ଦିଏ ନାହିଁ, କିନ୍ତୁ କରଜ ନେଲେ ସୁଧ ଦିଏ।]