ଧାର ଦେବା Dhāra debā

  • ଦେ. କ୍ରି — କୌଣସି ବ୍ୟକ୍ତିକୁ ବିନା ସୁଧରେ ଟଙ୍କା ବା ଅନ୍ୟକିଛି ପଦାର୍ଥ ଋଣ ଦେବା — To lend money or article without any interest