ଧାମିବା Dhāmibā

  • ଦେ. (ପଦ୍ୟ) କ୍ରି. (ସଂ.ଧାବ୍ ଧାତୁ) — ଧାଇଁବା — To run
  • ଦେ. (ପଦ୍ୟ) କ୍ରି. (ସଂ.ଧାବ୍ ଧାତୁ) — ଧାମଇଁ ଅତି ମହାରୋଷେ କଟୀ ବିବସ୍ତ୍ର ମୁକ୍ତ କେଶେ—ଜଗନ୍ନାଥ, ଭାଗବତ।