ତ୍ରିକଟୁ Trikaṭu
- ସଂ. ବି. (ଦ୍ୱିଗୁ; ତ୍ରି= 3 ସଂଖ୍ୟକ; କଟୁ=ରାଗୁଆ ଫଳ) — (ବୈଦିକ) ଶୁଣ୍ଠି, ପିପ୍ପଳି ଓ ଗୋଲମରିଚ ଏହି ତିନି— ଗୋଟି ରାଗା ଫଳର ସମାହାର — The aggregate or mixture of three pungent drugs; e.g. dried ginger, long pepper and black pepper (used in medical prescriptions)