ତ୍ରିକାଣ୍ଡ କୋଷ Trikāṇḍa kosha

  • ସଂ. ବି — ଗୋଟିଏ ସଂସ୍କୃତ ଅଭିଧାନର ନାମ — Name of a Sanscrit Lexicon by raja Purushottama Deb
  • ସଂ. ବି — [ଦ୍ର—ଏହା ଉତ୍କଳର ରାଜା ପୁରୁଷୋତ୍ତମ ଦେବ (ଖ୍ରୀ. 1465 — 1495 ) ରଚନା କରିଥିଲେ। ଏହା ବର୍ତ୍ତମାନ ସଂସ୍କୃତ ଭାଷାକୋଷ ଗ୍ରନ୍ଥମାନଙ୍କ ମଧ୍ୟରେ ଗୋଟିଏ ପ୍ରାମାଣିକ ଗ୍ରନ୍ଥରୂପେ ଗଣ୍ୟ।] — [ଦ୍ର—ଏହା ଉତ୍କଳର ରାଜା ପୁରୁଷୋତ୍ତମ ଦେବ (ଖ୍ରୀ.1465—1495) ରଚନା କରିଥିଲେ ଏହା ବର୍ତ୍ତମାନ ସଂସ୍କୃତ ଭାଷାକୋଷ ଗ୍ରନ୍ଥମାନଙ୍କ ମଧ୍ୟରେ ଗୋଟିଏ ପ୍ରାମାଣିକ ଗ୍ରନ୍ଥରୂପେ ଗଣ୍ୟ]