ତ୍ରିକ Trika

  • ସଂ. ବି. (ତ୍ରି+କ) — ମେରୁଦଣ୍ଡର ନିମ୍ନ ପ୍ରଦେଶ — The base of the spine
  • ସଂ. ବି. (ତ୍ରି+କ) — କଟି — The loin
  • ସଂ. ବି. (ତ୍ରି+କ) — ତିନି ସଂଖ୍ୟା — The number three
  • ସଂ. ବି. (ତ୍ରି+କ) — ତିନି ପଦାର୍ଥର ସମଷ୍ଟି — An aggregate of three
  • ସଂ. ବି. (ତ୍ରି+କ) — ତିଚ୍ଛକି; ତିମୁହାଣୀ — Meeting place of three roads
  • ସଂ. ବି. (ତ୍ରି+କ) — ତ୍ରିଫଳା; ହରିଡ଼ା, ବାହାଡ଼ା ଓ ଅଏଁଳା — The aggregate of the three fruits-myrablam, Embelic Myrablan and Belleric Myrablan
  • ସଂ. ବି. (ତ୍ରି+କ) — ତ୍ରିକଟୁ; ଶୁଣ୍ଠି, ପିପ୍ପଳି ଓ ମରିଚ — The aggregate of the three pungent fruits:-dried ginger, long pepper and black pepper
  • ସଂ. ବି. (ତ୍ରି+କ) — ତ୍ରିମଦ (ଦେଖ) — Trimada (See)
  • ସଂ. ବି. (ତ୍ରି+କ) — ଶତକଡ଼ା ତିନି ଟଙ୍କା (ସୁଧ, ଲାଭ) — Rate of three per cent