ତ୍ରିକଣ୍ଟ Trikaṇṭa
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — ଗୋକ୍ଷୁରା — A kind of horned berry used as medicine; Tribulus Terrestis
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — ତିକଣ୍ଟା ସିଝୁ; କଣ୍ଟା ସିଝୁ — Euphorbia Tirucalli
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — [ଦ୍ର—ଏହାର ପତ୍ର ମୂଳରେ ଗଛର ଦେହରେ ଏକସ୍ଥାନରେ ତିନୋଟି ଲେଖାଏଁ କଣ୍ଟା ଉଠି ଥାଏ।]
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — ଶିଙ୍ଘୀ ସବା କଣ୍ଟିଆ ମାଛ — Maecronis Vittartus; Silures Aacila (a small fresh water fish having three stinging horns)
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — [ଦ୍ର—ଏମାନଙ୍କର ଗାଲିସି ତଳେ 2 ଟି ଓ ବେକ ଉପରେ ଗୋଟିଏ, ଏପରି 3 ଟି କଣ୍ଟାଥାଏ।] — [ଦ୍ର—ଏମାନଙ୍କର ଗାଲିସି ତଳେ2ଟି ଓ ବେକ ଉପରେ ଗୋଟିଏ, ଏପରି3ଟି କଣ୍ଟାଥାଏ]
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — ତ୍ରିଶୂଳ — Trident
- ସଂ. ବି. (ବହୁବ୍ରୀହି; ତ୍ରି=ତିନି ସଂଖ୍ୟକ+କଣ୍ଟ=କଣ୍ଟା ଯାହାର) — ଜବାଶା (ଦେଖ) — Jabāṡā (See)