ତ୍ରିଅମ୍ବକ Triambaka
- ଗ୍ରା. ବି. (ସଂ. ତ୍ର୍ୟମ୍ବକ; ତ୍ରିୟମ୍ବକ) — ମହାଦେବ — Siba
- ଗ୍ରା. ବି. (ସଂ. ତ୍ର୍ୟମ୍ବକ; ତ୍ରିୟମ୍ବକ) — [ଦ୍ର—ଲୋକେ ଅନ୍ଯ ବ୍ଯକ୍ତି ପ୍ରତି ବିରକ୍ତ ହୋଇ ଏ ଶବ୍ଦକୁ ବ୍ଯବହାର କରି ଥାଆନ୍ତି। ଯଥା—ଗେଲବସରିଆ ପୁଅ ଆଜକୁ 10 ବରଷ ହେଲା ପାଠ ପଢ଼ି ପଢ଼ି ତ୍ରିଅମ୍ବକଟା। କଲାଣି ! ଏହିପରି ମଧ୍ୟ ଲେମ୍ବୁ, ଲୁଣ, ଲେଫଡ଼ା ଆଦି ଶବ୍ଦର ବ୍ଯବହାର ହୁଏ।] — [ଦ୍ର—ଲୋକେ ଅନ୍ଯ ବ୍ଯକ୍ତି ପ୍ରତି ବିରକ୍ତ ହୋଇ ଏ ଶବ୍ଦକୁ ବ୍ଯବହାର କରି ଥାଆନ୍ତି ଯଥା—ଗେଲବସରିଆ ପୁଅ ଆଜକୁ10ବରଷ ହେଲା ପାଠ ପଢ଼ି ପଢ଼ି ତ୍ରିଅମ୍ବକଟା କଲାଣି ! ଏହିପରି ମଧ୍ୟ ଲେମ୍ବୁ, ଲୁଣ, ଲେଫଡ଼ା ଆଦି ଶବ୍ଦର ବ୍ଯବହାର ହୁଏ]