ତ୍ରିକ ତ୍ରୟ Trika traya

  • ସଂ. ବି. (ବୈଦ୍ଯକ) — ତ୍ରିଫଳା (ହରିଡ଼ା, ବାହାଡ଼ା ଓ ଅଏଁଳା), ତ୍ରିକଟୁ (ଶୁଣ୍ଠି, ପିପଳି ଓ ମରିଚ) ଓ ତ୍ରିମେଦ (ମୁଥା, ଚିତାମୂଳ ଓ ବାଇବିଡଙ୍ଗ)ର ସମାହାର — An aggregate of three trios of drugs