ତ୍ରିକାଣ୍ଡ Tri kāṇḍa

  • ସଂ. ବି. (ନାମ) — (ଏ ଗ୍ରନ୍ଥରେ ତିନିଟି କାଣ୍ଡ ଥିବାରୁ) ଅମରକୋଷ ଅଭିଧାନ — A name of the Sanscrit dictionary named Amarakosha
  • ସଂ. ବି. (ନାମ) — (ତିନି କାଣ୍ଡ ଥିବାରୁ) ନିରୁକ୍ତ (ଦେଖ) — Nirukta (See)